Category: ଅନ୍ୟାନ୍ୟ

ଅନ୍ୟାନ୍ୟ

ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ମାର୍ଚ୍ଚ ୨୦ରୁ ଆରମ୍ଭ

ଯାଜପୁର : ଚଳିତ ମାସ ୨୦ ତାରିଖରୁ ୨୪ ତାରିଖ ଯାଏଁ ପାଞ୍ଚଦିନ ଧରି ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଅନୁଷ୍ଠିତ ହେବ ବୋଲି ଯାଜପୁର ଜିଲ୍ଲପାଳ ଅମ୍ବର କୁମାର କର ଆଜି

ଆମ ସାହିତ୍ୟ ପରିବାର ରାଜ୍ଯସ୍ତରୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ

ଯାଜପୁର (ରତ୍ନଗିରି ନ୍ୟୁଜ) : ଆମ ସାହିତ୍ୟ ପରିବାର ବ୍ୟାସନଗର ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତାର ସୁନ୍ଦର ସମନ୍ୱୟରେ ଆୟୋଜିତ ଏହି ଉତ୍ସବରେ

ଅନ୍ୟାନ୍ୟ

ଆଦର୍ଶ ଶିକ୍ଷକ ପଣ୍ଡିତ ଜଗବନ୍ଧୁ ପାଢୀଙ୍କ ସ୍ମୃତିଚାରଣ

ବରୀ(ରତ୍ନଗିରି ନ୍ୟୁଜ) :- ଯାଜପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ଆଦର୍ଶ ଶିକ୍ଷକ ପଣ୍ଡିତ ଜଗବନ୍ଧୁ ପାଢୀଙ୍କ ଦ୍ୱାଦଶାହ ଅବସରରେ ସ୍ମୃତିଚାରଣ ସଭା ତାଙ୍କ ସାହାସପୁରସ୍ଥିତ ବାସଭବନ ନିକଟରେ ଅନୁଷ୍ଠିତ ହୋଇଯାଇଛି । ବିଦଗ୍ଧାର ନିର୍ଦ୍ଦେଶକ

ଅନ୍ୟାନ୍ୟ

୧୫ କିମି ରାସ୍ତାକୁ ୧୮କୋଟିରୁ ଅଧିକ ବ୍ୟୟ : ବାରଖମା-ରେବିଙ୍ଗିଆ ରାସ୍ତା ମରଣଯନ୍ତା ପାଲଟିଛି

ବାଲିଗୁଡା,(ରତ୍ନଗିରି ନ୍ୟୁଜ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଠାରୁ ରେବିଙ୍ଗିଆ ରାସ୍ତା ଟି ଦୀର୍ଘ ଦିନ ହେଲା ମରଣଯନ୍ତା ପାଲଟି ଯାଇଛି l ବାରମ୍ବାର ଅଞ୍ଚଳ ବାସୀ ବିଭାଗୀୟ ଅଧିକାରୀ

ଅନ୍ୟାନ୍ୟ

ନବୀନଙ୍କ ପୁଣି ମାଷ୍ଟର ଷ୍ଟ୍ରୋକ ସଂତୃପ୍ତ, ଦତ୍ତେଶ୍ୱର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) :- ରାଜ୍ୟସଭା ନିର୍ବାଚନକୁ ନେଇ ବର୍ତ୍ତମାନର ବଡ ଅପ୍‌ଡେଟ୍ ଯାହା ସମ୍ନାକୁ ଆସିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳର ରାଜ୍ୟସଭା ପାର୍ଥି

ଅନ୍ୟାନ୍ୟ

ପୂର୍ବତନ ଜିଲା ପରିଷଦ ସଭ୍ୟ କୁମାର ଜେନାଙ୍କ ପରଲୋକ

ବରୀ (ରତ୍ନଗିରି ନ୍ୟୁ): ବରୀ ବ୍ଲକ୍ ଅଞ୍ଚଳର ଜଣାଶୁଣା ରାଜନେତା, ପୂର୍ବତନ ଜିଲା ପରିଷଦ ସଭ୍ୟ କୁମାର ଜେନାଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ

ଅନ୍ୟାନ୍ୟ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ଦେବାଶିଷ

ବରୀ(ରତ୍ନଗିରି ନ୍ୟୁଜ) :-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ନିଷ୍ପତ୍ତି ଜନ ବିରୋଧି ଓ ତୃଟିପୂର୍ଣ୍ଣ । ଯାହା ଫଳରେ କେବଳ ବରୀ ନୁହେଁ ସମଗ୍ର ଦେଶରେ କୃଷକଙ୍କ ଠାରୁ ଆରମ୍ଭ କରି

ଅନ୍ୟାନ୍ୟ

ଅଥର୍ବ ଚତୁର୍ବେଦୀ : ବିସ୍ମୟ ଯୁବକ….

ଏହି ଫଟୋଟି ହେଉଛି ୧୯ ବର୍ଷୀୟ ଯୁବକ ଅଥର୍ବ ଚତୁର୍ବେଦୀଙ୍କର, ଯିଏ କୌଣସି ଓକିଲ ନ ଲଗାଇ ନିଜ ମାମଲା ସୁପ୍ରିମକୋର୍ଟରେ ଲଢ଼ିଲେ ଓ ମାତ୍ର ୧୦ ମିନିଟରେ ବିଜୟ ହାସଲ କଲେ। ବର୍ତ୍ତମାନ

ଅନ୍ୟାନ୍ୟ

ଗ୍ରାମାଂଚଳର ବିକାଶରେ ବିକଶିତ ଓଡ଼ିଶା,ବିକଶିତ ଭାରତ ଗଠନ ସମ୍ଭବ: ମନମୋହନ ସାମଲ

ଭୁବନେଶ୍ୱର, (ରତ୍ନଗିରି ନ୍ୟୁଜ) ୧୩/୦୨: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି।

ଅନ୍ୟାନ୍ୟ

ବିଶ୍ୱ ରେଡିଓ ଦିବସରେ ମନେପଡ଼ନ୍ତି ରେଡ଼ିଓର ଜନକ ମାର୍କୋନି

ଆଜି ବିଶ୍ୱ ରେଡିଓ ଦିବସ l ଏହି ଅବସରରେ ଆସନ୍ତୁ ଜାଣିବା ରେଡିଓର ଜନକ ଇଟାଲୀୟ ବିଜ୍ଞାନୀ ମାର୍କୋନିଙ୍କ ବିଷୟରେ l ତାଙ୍କର ପୂରା ନାମ ହେଲା ଗୁଇଆଲ୍ମୋ ଜିଓଭାନି ମାରିଆ ମାର୍କୋନି l