ଯାଜପୁର (ରତ୍ନଗିରି ନ୍ୟୁଜ) : ଯାଜପୁରର ପୌରାଣିକ ଓ ଆଧ୍ୟାତ୍ମିକ ମାହାତ୍ମ୍ୟର ପ୍ରତୀକ ପବିତ୍ର ବାରୁଣୀ ସ୍ନାନ ମେଳା ଅବସରରେ ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ପୁଣ୍ୟ ବୈତରଣୀରେ ବୁଡ଼ ପକାଇବା ସହ ପିଣ୍ଡ ଦାନ କରିଛନ୍ତି l

Ratnagiri ଏକ ମାସିକ ସମ୍ବାଦପତ୍ର l ଏହା ପ୍ରଥମେ 2003 ମସିହାରେ ରାଜଧାନୀ ଭୁବନେଶ୍ଵର ରୁ ପ୍ରକାଶିତ ହୋଇଥିଲା l ପରବର୍ତ୍ତୀ ସମୟରେ କିଛି ଦିନ ପାଇଁ ଯାଜପୁର ଜିଲ୍ଲାରୁ ପ୍ରକାଶିତ ହୋଇଥିଲା l ସମ୍ପ୍ରତି ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବାରେ ସଫଳ ହୋଇ ପାରିଛି l