ଭୁଶୁଡିଲା ପୋଲ, ୯ ଜଣ ମୃତ

ଭଦୋଦରା(ରତ୍ନଗିରି ନ୍ୟୁଜ) ୦୯/୦୭: ଗୁଜରାଟର ଭଦୋଦରାରୁ ଆନନ୍ଦକୁ ସଂଯୋଗ କରୁଥିବା ମହିସାଗର ନଦୀରେ ନିର୍ମିତ ହୋଇଥିବା ୪୫ ବର୍ଷର ଗମ୍ଭୀରା ବ୍ରିଜ ଭୁଶୁଡ଼ି ପଡ଼ିଛି। ହଠାତ୍ ପୋଲ ଭୁଶୁଡି ପଡ଼ିବାରୁ ଦୁଇଟି ଟ୍ରକ୍, ଦୁଇଟି ଭ୍ୟାନ ଓ ଗୋଟିଏ ଅଟୋ ନଦୀକୁ ଖସି ପଡ଼ିଥିଲା। ଏପର୍ଯ୍ୟନ୍ତ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ନଅ ଜଣଙ୍କୁ ଉଦ୍ଧାର କରାଯାଇଛି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *