
ଶ୍ରମିକ ନେତା କିଶୋର ଜେନା ପାଇଲେ ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ
ବରୀ (ରତ୍ନଗିରି ନ୍ୟୁଜ)-ଆନ୍ତର୍ଜାତିକ ଶ୍ରମିକ ଦିବସ ମଇ ପହିଳାରେ ସରକାରଙ୍କ ଶ୍ରମ, କର୍ମଚାରୀରାଜ୍ୟବୀମା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନରେ ଶ୍ରମିକ ଓ ବ୍ୟାଙ୍କ କର୍ମଚାରୀ ନେତା, ଏଆଇଟିୟୁସିର ରାଜ୍ୟ ସମ୍ପାଦକ କିଶୋର


