
ରାଜ୍ୟ ଖବର
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
କନ୍ଧମାଳ (ରତ୍ନଗିରି ନ୍ୟୁଜ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ବହୁ ପୁରାତନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ଏସ୍. ଏମ୍. ସରକାରୀ ମହିଳା ମହାବିଦ୍ୟାଳୟ ରାଜରାସ୍ତାକୁ ଲାଗି ରହିଅଛି । ଏହି ଦୁଇଟି ମହାବିଦ୍ୟାଳୟ
