Latest News & Article

Day: October 14, 2025

ରାଜ୍ୟ ଖବର

ସଞ୍ଜିବସେନା ଓ ଲାଇଫ କ୍ଳବର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବରୀ,୧୪।୧୦(ରତ୍ନଗିରି ନ୍ୟୁଜ ) : ସମାଜସେବା ପାଇଁ ବେଶ୍ ପରିଚିତ ଥିବା ସଞ୍ଜିବ ସେନା, ଧାରପୁର ପକ୍ଷରୁ ଏହାର ଆବାହକ ତଥା ଯୁବ ସମାଜସେବୀ ସଞ୍ଜିବ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଦିନ

ରାଜନୀତି

ଅକ୍ଟୋବର ୩୧ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ପାଳନ କରାଯିବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ : ବିଜେପି

ଭୁବନେଶ୍ୱର,(ରତ୍ନଗିରି ନ୍ୟୁଜ) : ୫୧୬ଟି ରାଜାଙ୍କ ଦ୍ୱାରା ଶାସିତ ହେଉଥିବା ରାଜ୍ୟକୁ ଭାରତ ବର୍ଷରେ ମିଶାଇ ବିରାଟ ଦେଶ ଗଠନର ପ୍ରମୁଖ ବିନ୍ଧାଣୀ ସାଜିଥିଲେ ଲୌହମାନବ ତଥା ମହାନ୍ ସ୍ୱାଧୀନତାସଂଗ୍ରାମୀ ସର୍ଦ୍ଦାର ବଲ୍ଳଭଭାଇ ପଟେଲ।

ରାଜ୍ୟ ଖବର

ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର ଘଟଣା, ନାରୀ ନ୍ୟାୟ ବାହିନୀର ବିକ୍ଷୋଭ

ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : କୋଲକାତାରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଘଟଣାକୁ ପ୍ରତିବାଦ କରି ନାରୀ ନ୍ୟାୟ ବାହିନୀ ପକ୍ଷରୁ ଗାନ୍ଧିମାର୍ଗରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଙ୍ଗଠନର ଆବାହିକା ପ୍ରଫେସର

ରାଜ୍ୟ ଖବର

କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

ବାଲିଗୁଡା, ତା, ୧୪/୧୦: (ରତ୍ନଗିରି ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ କାର୍ତ୍ତିକ ମାସ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ ୧୭ ଓ

ରାଜ୍ୟ ଖବର

ଆଗକୁ ଧନତେରାସ: ବାଲିଗୁଡା ରେ ବୃଦ୍ଧି ପାଉଛି ବେଆଇନ ସୁନାରୁପା କାରବାର

ବାଲିଗୁଡା :(ରତ୍ନଗିରି ନ୍ୟୁଜ): ଆଗକୁ ଧନତେରାସ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବଜାରରେ ଚାଲିଛି ନକଲି ବିଲରେ ବେଧଡ଼କ ବେଆଇନ ସୁନା ଓ଼ ରୂପା କାରବାର । ଜିଏସଟି, ଆୟକର ତଥା ସ୍ଥାନୀୟ

ରାଜ୍ୟ ଖବର

ବିଶିଷ୍ଟ ସମାଜସେବୀ, ଆଦର୍ଶ ପ୍ରଧାନଶିକ୍ଷକ ଅର୍ନ୍ତଯ୍ୟାମୀ ବରାଳଙ୍କ ପରଲୋକ

ବରୀ(ରତ୍ନଗିରି ନ୍ୟୁଜ) :- ବିଶିଷ୍ଟ ସମାଜସେବୀ, ଆଦର୍ଶ ପ୍ରଧାନଶିକ୍ଷକ ଅର୍ନ୍ତଯ୍ୟାମୀ ବରାଳଙ୍କ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ମୃତ୍ୟୁବେଳକୁ ସାନପୁଅ ପ୍ରସନ୍ନଜିତ୍ ବରାଳଙ୍କ ଅରଙ୍ଗାବାଦସ୍ଥିତ ଭଡା ଘରେ ରହୁଥିଲେ । ଗତ