ପାଳସାହିରେ ଯୋଗ ଶିବିର

ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଳକ ବୋଦୁଅ ପଞ୍ଚାୟତ ପାଳସାହି ଜଗନ୍ନାଥ ମଣ୍ଡପ ପ୍ରାଙ୍ଗଣରେ ପବିତ୍ର ଉତ୍କଳ ଦିବସ ଅବସର ଶାନ୍ତି କମିଟି ପକ୍ଷରୁ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଯୋଗଗୁରୁ ସୁବାଷ ଚନ୍ଦ୍ର ତ୍ରିପାଠୀ ଉଦଘାଟନ କରି ଯୋଗର ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିରେ ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗ ଶିବିରରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ବିଜୟ କୁମାର ଜେନା, ଆର୍ତ୍ତବନ୍ଧୁ ଜେନା, ଦେବୀପ୍ରସନ ଜେନା, ରାମଚନ୍ଦ୍ର ଜେନା, ତାପସ କୁମାର ଜେନା, ଅତୀଶ କୁମାର ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରତ୍ୟେକ ଦିନ ସକାଳୁ ଏହି ଠାରେ ଯୋଗଶିବିର ଚାଲିବ ବୋଲି ଶାନ୍ତି କମିଟି ପକ୍ଷରୁ ସୂଚନା ଦେଇଛନ୍ତି l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *