ରାଇରଙ୍ଗ: ମାଟିର ଝିଅ ପାଇଁ ପ୍ରାୟ ୯୦ ବର୍ଷ ତଳର ସ୍ୱପ୍ନ ସାକାର ହେଲା। ଗାଁର ବୋହୂ ରାଷ୍ଟ୍ରପତି ହେଲେ ବୋଲି ଏକ୍ସପ୍ରେସ୍ ଟ୍ରେନ୍ ଦେଖିଲେ ମୟୂରଭଞ୍ଜ ଶାଶୁଘର ଗାଁ ଅଞ୍ଚଳର ଲୋକେ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ହାତରେ ଲୋକାର୍ପଣ କରିଛନ୍ତି ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ୍। ଖାଲି ଲୋକାର୍ପଣ କଲେନି, ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ଟ୍ରେନରେ ବସାଇ ୩୨ କିଲୋମିଟର ଯାତ୍ରା କଲେ।
Related Stories
December 9, 2024
December 1, 2024