ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ହଇଚଇ ସୃଷ୍ଟି କରିଛି । ସବୁ ଦିନ କରୋନା ନୂଆ ରେକର୍ଡ ସୃଷ୍ଟି କରିଛି । ଗତ କିଛି ଦିନ ପଜିଟିଭ ମାମଲା ହ୍ରାସ ପାଉଥିଲେ ବି ବିପଦ ଟଳିନାହିଁ । ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ଶିଶୁ ସଂକ୍ରମିତ ହେଉଛନ୍ତି, ଯାହାକି ଚିନ୍ତାର ବିଷୟ ପାଲଟିଛି । କର୍ଣ୍ଣାଟକ ଭଳି ରାଜ୍ୟରେ ଗତ ୨ ମାସ ମଧ୍ୟରେ ୯ ବର୍ଷରୁ କମ୍ ବୟସର ୪୦ ହଜାରରୁ ଅଧିକ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ହଇଚଇ ସୃଷ୍ଟି କରିଛି । ସବୁ ଦିନ କରୋନା ନୂଆ ରେକର୍ଡ ସୃଷ୍ଟି କରିଛି । ଗତ କିଛି ଦିନ ପଜିଟିଭ ମାମଲା ହ୍ରାସ ପାଉଥିଲେ ବି ବିପଦ ଟଳିନାହିଁ । ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ଶିଶୁ ସଂକ୍ରମିତ ହେଉଛନ୍ତି, ଯାହାକି ଚିନ୍ତାର ବିଷୟ ପାଲଟିଛି । କର୍ଣ୍ଣାଟକ ଭଳି ରାଜ୍ୟରେ ଗତ ୨ ମାସ ମଧ୍ୟରେ ୯ ବର୍ଷରୁ କମ୍ ବୟସର ୪୦ ହଜାରରୁ ଅଧିକ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି ।
Related Stories
December 21, 2021
December 19, 2021