ବଲାଙ୍ଗୀର (ରତ୍ନଗିରି ନ୍ୟୁଜ)୨୪/୦୩: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବିଜ୍ଞାପିତ ଅଞ୍ଚଳରେ ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ଶାସକ ଦଳର ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେର ପାଟଣାଗଡ କୋଳପଡା ଠାରେ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ ହୋଇଛି l ଟଙ୍କା ବାଣ୍ଟୁଥିବା ସମୟରେ ବି ଜେ ପି କର୍ମୀ ଓ ଜନସାଧାରଣ ଶ୍ରୀ ମେହେର ଙ୍କୁ ଧରି ମନଇଛା ମାଡ ମାରିଥିବା ଅଭିଯୋଗ ହୋଇଛି l ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ! ବଲାଙ୍ଗୀର ରୁ ଜଗନ୍ନାଥ ଧରୁଆ ଙ୍କ ରିପୋର୍ଟ
Related Stories
September 30, 2024
September 27, 2024