ଅନୁଗୁଳ(ରତ୍ନଗିରି ନ୍ୟୁଜ) : ପରଜଙ୍ଗ ବାରିହାପୁର ଠାରେ ଆନ୍ଦୋଳନ ରତ driver ମହାସଂଘ କୁ ସମର୍ଥନ ଦେଲେ ,ଅନ୍ତର୍ଜାତୀୟ ହ୍ୟୁମାନ ରାଇଟ କାଉନସିଲ ର ଅନୁଗୋଳ ଜିଲ୍ଲା ସଭାପତି ଶ୍ରୀମତି ପଦ୍ମାଖି ସିଂ , ଶ୍ରୀମତି ସିଂହ କହିଥିଲେ ଯେ ଗାଡି ନ ଚାଲିଲେ ଦେଶ ର ଆର୍ଥିକ ପ୍ରଗତି ରେ ବାଧା ସୃଷ୍ଟି ହେବ,ଦରଦାମ ବୃଦ୍ଧି ପାଇବ ,ଅରାଜକତା ସୃଷ୍ଟି ହେବ ଏହା ସହିତ ସରକାର ଯଦି ମହିଳା ମାନଙ୍କ ପାଇଁ ବହୁତ ଯୋଜନା ଆଁଣୁଛନ୍ତି ତାହେଲେ ଅତି କଷ୍ଟ ରେ କମକରୁଥିବା driver ଭାଇ ମାନଙ୍କ ପାଇଁ କହଁକି ଦରଦ ନାହିଁ ,ଏଇ driver ଭାଇ ଯେତେବେଳେ ବୟସ ଗଡିଯିବ ସେ କେମିତି ଚଳିବ ତାଙ୍କ ବିଷୟରେ ଚିନ୍ତା କରି ସରକାର ତାଙ୍କ ଦାବି ଗୁଡିକ ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ମଧ୍ୟ ଅନୁରୋଧ କରିଥିଲେ ତଥା driver ସଙ୍ଘ ର ଏକତା କୁ ଭୁୟସୀ ପ୍ରଶଂସା କରିଥିଲେ
Related Stories
December 1, 2024
November 25, 2024