ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ): ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଲାଗିଛି ଏକ ବଡ଼ ଝଟକା । କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ଅସିଦ୍ଧ ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । କହିଲେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍ ଉଲ୍ଲଂଘନ ହୋଇଛି । ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ ରାଜ୍ୟ ସରକାରଙ୍କୁ ଲାଗିଛି ଶକ୍ତ ଧକ୍କା । ରାଜ୍ୟରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରାଯାଇଛି । ନିର୍ବାଚନରେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍ ଉଲ୍ଲଂଘନ ହୋଇଥିବା କହିଛନ୍ତି କୋର୍ଟ। ଏଥିସହ ପୁଣିଥରେ ନିୟମ ଅନୁସାରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
Related Stories
November 14, 2024