ନୂଆଦିଲ୍ଲୀ (ରତ୍ନଗିରି ନ୍ୟୁଜ): ପୁଣି ବଢ଼ିପାରେ କୋଭିସିଲ୍ଡ ଟିକାର ଡୋଜ ବ୍ୟବଧାନ।ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ଯାଏ ବ୍ୟବଧାନ ବଢ଼ିପାରେ । ୪୨ ଦିନ ପରେ କୋଭିସିଲ୍ଡର ଦ୍ବିତୀୟ ଡୋଜ ନେବାକୁ କୁହାଯାଇଥିଲା । ପୂର୍ବରୁ ୬ ସପ୍ତାହକୁ ବୃଦ୍ଧି କରାଯାଇଥିଲା ଦ୍ବିତୀୟ ଡୋଜ ବ୍ୟବଧାନ । ଏବେ ପୁଣି ବ୍ୟବଧାନ ବଢ଼ାଇବା ନେଇ ବିଶେଷଜ୍ଞ କମିଟି ପରାମର୍ଶ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।
Related Stories
December 21, 2021
December 19, 2021