ଭୁବନେଶ୍ୱର( ରତ୍ନଗିରି ନ୍ୟୁଜ ): ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ନେତୃତ୍ୱେର େପେଟ୍ରାଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ପରେିବଶ ସୁରକ୍ଷା ତଥା ସମସ୍ତଙ୍କ ପାଖେର ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିବଦ୍ଧତା ଦିଗେର ଆଗାମୀ ଦିନେର ସମଗ୍ର ଭାରତବଷର୍ରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯେୋଗ ପ୍ରାକୃତିକ ଗ୍ୟାସ(ପିଏନଜି) ପହଁଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡ଼ିଓ କନଫେରନ୍ସିଂ ଜରିଅୋର ଓଡ଼ିଶାର ୧୦ଟି ସିଏନଜି ଷ୍ଟେସନ ସେମତ ଦେଶ େଉଦ୍ଦଶ୍ୟେର ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କରିବା ଅବସରେର ସେମ୍ବାଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧେମର୍ନ୍ଦ୍ର ପ୍ରଧାନ । ଏହାସହ ଉତରରପ୍ରେଦଶର ଝାନ୍ସିଂ ଠୋର ପାଇପ ଯେୋଗ ପ୍ରାକୃତିକ ଗ୍ୟାସର ଯୋଗାଣର ଶୁଭାରମ୍ଭ ସହ ମହାରାଷ୍ଟ୍ରର ରାଇଗଡ଼ ଠୋର ମୋବାଇଲ ରିଫ୍ୟୁଲିଂ ୟୁନିଟ୍(ଏମଆରୟୁ)ର ଲୋକାପର୍ଣ କେନ୍ଦ୍ରମନ୍ତ୍ରୀଙ୍କ କରକମଳେର ହୋଇଯାଇଛି । ଓଡ଼ିଶୋର ୧୧ଟି ସିଏନଜି ଷ୍ଟେସନ ତଥା ଖୋର୍ଦ୍ଧା ଜିଲ୍ଲୋର ୭ଟି ଏବଂ କଟକ ଜିଲ୍ଲୋର ୪ଟି ସିଏନଜି ଷ୍ଟେସନର ଉଦଘାଟନ ହୋଇଯାଇଛି । ଭୁବେନଶ୍ୱର ସାମନ୍ତରାପୁର ଠୋର ଆଇଓସିଏଲର ଲିଙ୍ଗରାଜ ଫିଲିଂ ଷ୍ଟେସନ, ଏନଏଚ୧୬ ନିକଟେର ଥିବା ଏଚପିସିଏଲର ରାଜପଥ ମୋଟର, ଏନଏଚ୍ ୧୬ – ଦେଳଇପୁଟ ଠୋର ଥିବା କେୋକୋଖାର୍ଦ୍ଧା ଫିଲିଂ ଷ୍ଟେସନ, କିଆଝରି ଠୋର ଥିବା ନନ୍ଦି ଫିଲିଂ ଷ୍ଟେସନ, ଟାଙ୍ଗି ରୋମଶ୍ୱର ଛକ ଠୋର ଥିବା ପାଇକରାୟ ଫିଲିଂ ଷ୍ଟେସନ, ପାହାଳେର ଥିବା ମା ବେିଶଶ୍ୱରୀ ଫିଲିଂ ଷ୍ଟେସନ, ଖୋର୍ଦ୍ଧା ଅଗଲପଡ଼ା ଠୋର ଥିବା ବାଲାଜୀ ଫିଲିଂ ଷ୍ଟେସନେର ସିଏନଜି ଯୋଗାଣର ଶୁଭାରମ୍ଭ କରାଯାଇଛି । ସେହିପରି କଟକ ଜିଲ୍ଲାର ଭାନପୁର ଠୋର ଥିବା ଟ୍ୱିନ୍ ସିଟି େପେଟ୍ରାଲିୟମ ଲିମେିଟଡ୍, ଟାଙ୍ଗି କାଇରାପାରି ଠୋର ଥିବା ମାଁ ଦୁର୍ଗା ଫିଲିଂ ଷ୍ଟେସନ, ଟାଙ୍ଗିର କେଟା ସାହୀ ସ୍ଥିତ ଗୁରୁ ମହାରାଜ ଫିଲିଂ ଷ୍ଟେସନ, ଚୌଦ୍ୱାର କଟକ ସ୍ଥିତ ରଶ୍ମି ଫିଲିଂ ଷ୍ଟେସନେର ମଧ୍ୟ ସିଏନଜି ଯୋଗାଣର ଆରମ୍ଭ କରାଯାଇଛି । ଏହି ଲୋକାପର୍ଣ କରିବା ଅବସରେର ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶେର ୨୦୧ ସିଏନଜି ଷ୍ଟେସନର ଲୋକାପର୍ଣ ସ୍ୱଚ୍ଛ ଇନ୍ଧନ ଦିଗେର ଆଉ ଏକ ପଦେକ୍ଷପ । ଲୋକାର୍ପିତ ଷ୍ଟେସନକୁ ମିଶାେଇଲ ମୋଟ ଭାରତେର ୩ ହଜାର ୧୪୨ ସିଏନଜି ଷ୍ଟେସନ ରହିଛି । ଆଗାମୀ ଦିନେର ଦେଶେର ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯେୋଗ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ପରେିବଶ ସୁରକ୍ଷିତ ରହିବ । ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ଇନ୍ଧନ କ୍ଷେତ୍ରେର ଦେଶର ଆମଦାନୀର ଭାର ହ୍ରାସ ହେବ । ଯୁବ ଉଦ୍ୟମୀଙ୍କ ଦ୍ୱାରା ନୂଆ ଷ୍ଟାଟ ଅପ୍ ଆରମ୍ଭ ହେବ । ରୋଜଗାର ସେୁଯାଗ ବଢ଼ିବ । ଏକବିଂଶ ଶତବ୍ଦେୀର ଭାରତ ଆତ୍ମନିଭର୍ରେ ହବ । ସମଗ୍ର ଭାରତ ବଷର୍ରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ନେତୃତ୍ୱେର ଭାରତ ସରକାରଙ୍କ େପେଟ୍ରାଲିୟମ ମନ୍ତ୍ରଣାଳୟ ଘେର ଘେର ସ୍ୱଚ୍ଛ ଇନ୍ଧନ ପହଁଚାଇ ନାଗରିକଙ୍କ ଅଜ୍ ଅଫ୍ ଲିଭିଂକୁ ସୁଗମ କରିବା ପାଇଁ ପ୍ରେଚଷ୍ଟା ଜାରୀ ରହିଛି । ଆଜି ଦୁନିଆର ସବୁଠୁ ବଡ ଏଲପିଜି ଉପେଭାକ୍ତା ବେସ୍ ଆମର କମ୍ପାନୀ ପାଖେର ଅଛି । ଦେଶେର ଏଲପିଜି ଉପେଭାକ୍ତାଙ୍କ ସଂଖ୍ୟା ୩୦ କୋଟେିର ପହଁଚିଛି । ଦେଶେର ୧୦୦୦ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବା ପାଇଁ କାମ ଚାଲିଛି । ନିକଟେର ବିଶ୍ୱ ପରେିବଶ ଦିବସେର ଇଥାନଲକୁ ଗତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତେିନାଟି ଇ-୧୦୦ ବିତରଣ ଷ୍ଟେସନ ମଧ୍ୟ ଶୁଭାରମ୍ଭ ହୋଇଛି । ୨୦୨୫ ସୁଦ୍ଧା େପେଟ୍ରାଲେର ଇଥାନଲର ଭାଗ ୨୦ ପ୍ରତିଶତ ମିଶ୍ରଣ କରାଯିବାର ଯୋଜନା ରହିଛି । ଗୁଜୁରାଟେର ପ୍ରଥମ ହାେଇଡ୍ରୋଜନ ବିତରଣ ଷ୍ଟେସନରେ ଖାଲାଯିବାର ଯୋଜନା ହୋଇଛି । ସର୍ଦ୍ଦାର ବଲ୍ଲଭ ଭାଇ ପେଟଲଙ୍କ ବିରାଟ ପ୍ରତିମୂର୍ତି ଥିବା ପର୍ଯ୍ୟଟନ ସ୍ଥାନକୁ ହାେଇଡ୍ରୋଜନ୍ ଚାଳିତ ବସ୍ ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି । ବ୍ୟାଟ୍ରି ସ୍ୱାପିଂକୁ ନେଇ ବିଭିନ୍ନ ମେଡଲେର ଉପଲବ୍ଧ କରାଯିବାର ମଧ୍ୟ ଯୋଜନା ଚାଲିଛି । ସିବିଜି ପ୍ଲାଂଟ୍ ନିର୍ମାଣ କାମକୁ ତ୍ୱରାନ୍ୱିତ କରାଯାଉଛି । ଦେଶେର
୪୦୦ ଜିଲ୍ଲୋର ସିଜିଡ଼ି ନେଟୱାକର୍କୁ ସଂପ୍ରସାରଣ କରାଯାଇଛି । ଯାନବାହାନେର ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଉପଲବ୍ଧ କରାଯାଇଛି । କାବର୍ନ ଫୁଟ୍ ପ୍ରିଂଟ୍ ହ୍ରାସ କରିବା ଦିଗେର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱେର ଭାରତର କାର୍ଯ୍ୟ ଓ ପ୍ରତିବଦ୍ଧତା ପାଇଁ ବିଶ୍ୱେର ଭାରତର ସମ୍ମାନ ବଢିଛି । ଏହା ବ୍ୟବସାୟିକ ନେୁହଁ । ବିକଶିତ ଅଥର୍ନୀତେିର ଯିବାର ନେୁହଁ ବରଂ ଏହା ଦେଶର ନାଗରିକଙ୍କୁ ସୁବିଧା ଦେବା ପାଇଁ ଉଦ୍ୟମ । କୌଣସି ପ୍ରକାର ଏନର୍ଜି ହେଉ ସେହି ସର୍ଭିସ୍କୁ ଡୋର ଷ୍ଟେପେର ପହଁଚାଯାଇ ପାରୁଛି । ଏଣିକି ନାଗରିକମାନଙ୍କୁ ଇନ୍ଧନ ଗାଡେିର ପକାଇବା ପାଇଁ କୌଣସି ସମୟ ଲାଗିବ ନାହିଁ ।େସମୋନ ଡ଼ିଜିଟାଲ ପ୍ଲାଟଫମର୍ରେ କାରବାର କରିବା ସହ ଘେର ବସି ଗାଡେିର ଇନ୍ଧନ ପକାଇ ପାରେିବ । ଏହିଭଳି ଆଧିୁନିକ ସମୟେର ଉପନୀତ ହୋେଇଛ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସୂଚନୋଯାଗ୍ୟ, ଏହି ଅବସରେର ଶ୍ରୀ ପ୍ରଧାନ ଝାନ୍ସେିର ଥିବା ପିଏନଜି ଉପେଭାକ୍ତା ପରିବାର ସଦସ୍ୟ ଏବଂ ଦିଲ୍ଲୀ ଓ ରାଇଗଡର ଏମଆରୟୁ ଅପେରଟରଙ୍କ ସହ ମଧ ଅୋଲାଚନା କରିଥେିଲ ।
Related Stories
December 1, 2024
November 25, 2024