ଭୁବେନଶ୍ୱର (ରତ୍ନଗିରି ନ୍ୟୁଜ) :- କଥା କଥୋର ୫ଟି ଓ ସ୍ୱଚ୍ଛଶାସନର ଡିଣ୍ଡିମ ପିଟୁଥିବା ନବୀନ ସରକାର ଗତ ୧୦ ବଷର୍ରେ ଧାନବସ୍ତା ବାବଦେର ୨୨୦୬ କୋଟି ଟଙ୍କା ହରିଲୁଟ କରିଛନ୍ତି ବୋଲି କେଂଗ୍ରସ ପକ୍ଷରୁ ଅଭେିଯାଗ କରାଯାଇଛି । ଆଜି କେଂଗ୍ରସ ଭବନେର ଅୋୟାଜିତ ଏକ ସାମ୍ବାଦିକ ସମ୍ମିଳନେୀର ପ୍ରେଦଶ କେଂଗ୍ରସ ମୁଖପାତ୍ର ପଦ୍ମାକର ଗୁରୁ ଏବଂ ଅମୀୟ ପାଣ୍ଡବ ଏଥେôନଇ ରାଜ୍ୟ ସରକାରଙ୍କୁ କାଠଗଡ଼ୋର ଛିଡା କରିଛନ୍ତି । ଶ୍ରୀ ଗୁରୁ ସୂଚନା ଅଧିକାର ଆଇନ ବଳେର ପ୍ରଦତ ସରକାରୀ ତଥ୍ୟ ଆଧାରେର ସରକାରଙ୍କୁ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥେôଲ । ସରକାର ତହବିଲ ଏ ବାବଦେର ଅନୁନ୍ୟ ୨୨ ଶହ ୬ କୋଟି ୯୨ ଲକ୍ଷ ୨୫ ହଜାର ୩୯୬ଟଙ୍କା ଗତ ୧୦ ବଷର୍ରେ ଖର୍ଚ୍ଚ କରିଥିବା େବେଳ ରାଜ୍ୟର ଜେଣ େହେଲ ଚାଷୀ ଟଙ୍କାଟିଏ କାହିଁକି ପାଇନାହାନ୍ତି ଏବଂ ଏ ଅଥର୍ରାଶି କୁଅୋଡ଼ ଗଲୋବାଲି ପ୍ରଶ୍ନ ପଚାରିଥେôଲ । ମୁଖପାତ୍ର ନେୁହଁ ମୁଖ୍ୟମନ୍ତ୍ରୀ ନିଜ ମୁହେଁର ଏହାର ଉତର ରଖିବାକୁ ସେ ଦାବି କରିଥେôଲ । ଚାଷୀ ବସ୍ତା ବାଦେର ଟଙ୍କା ପାଇନଥିବା େବେଳ ବଷର୍କୁ ବର୍ଷ ବସ୍ତାପାଇଁ ଟେଣ୍ଡର ଆହ୍ୱାନ କରାଯିବା ପଛେର କାରଣଟି କ’ଣ ଏବଂ ମୁଖ୍ୟମନ୍ତ୍ରୀ ଏ ସଂପକର୍ରେ ଅବଗତି ଅଛନ୍ତି କି ନାହିଁ ତାହା ଜାଣିବାକୁ ଚାହିଁଥେôଲ । ମଣ୍ଡି ହେଣ୍ଡଲିଂ ବାବଦେର ଏସବୁ ଅର୍ଥ କାହା ପେକଟକୁ ଯାଇଛି ଏବଂ ଏହି ଦୁର୍ନୀତି ପାଇଁ କିଏ ଦାୟୀ ସେଥେôର ମୁଖ୍ୟମନ୍ତ୍ରୀ ନେିଜ ରାଜ୍ୟବାସୀଙ୍କ ସାମନୋର ଉତର ରଖନ୍ତୁ । ଅନ୍ୟଥା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀଙ୍କ ବେିରାଧେର ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେଂଗ୍ରସ ପକ୍ଷରୁ ଦାବି କରାଯାଇଛି । ଅନ୍ୟଥା ବିଭାଗୀୟ ମନ୍ତ୍ରୀ, ସଚିବ, ଯୋଗାଣ ନିଗମର ପରିଚାଳନା ନେିଦ୍ଦର୍ଶକ, ମିଲମାଲିକ ଏବଂ ସି.ଏସ୍.ଓ. ପ୍ରଭୃତିଙ୍କ ଅସାଧୁ ମେଂଟ ଓ ମିଳିତ ର୍ୟୋକଟ ତ୍ତ୍ୱଓଡ଼ିଶାର ଚାଷୀମାନଙ୍କୁ ଏମିତି ବଷର୍ବର୍ଷ ଧରି ଲୁଟୁଥିବାରୁ ଏହା ବେିରାଧେର କେଂଗ୍ରସ ପକ୍ଷରୁ ଗୃହେର ଏବଂ ଗୃହବାହୋର ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି । ରିଜର୍ଭ ବ୍ୟାଙ୍କର ଗାଇଡ଼ ଲାଇନ ଅନୁସୋର ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କଲୋବେଳ ଅଗ୍ରୀମ ଅର୍ଥ ପ୍ରଦାନ ପାଇଁ ସୁପାରିଶ ଥେôଲ ମଧ୍ୟ ଓଡ଼ିଶୋର କାହିଁକି ଏ ବ୍ୟବସ୍ତା କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ୨୧ ବର୍ଷ ଶାସନେର ଥିବା ମୁଖ୍ୟମନ୍ତ୍ରୀ ଉତର ଦେବାର ଆବଶ୍ୟକ ବୋଲି କହିବା ସହ ଏଭଳି େଅନକ ଦୁର୍ନୀତି ପ୍ରସଙ୍ଗେର ୯ ବର୍ଷ କାଳ ଏକାଠି ଓଡ଼ିଆବାସୀଙ୍କୁ ମିଳିମିଶି ଲୁଟିଥିବା କାରଣରୁ ବେିଜପି ଦଳ ନୀରବ ରହିଛି ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା େଉଦ୍ଦଶ୍ୟେର ମିଛିମିଛିକା ବେିରାଧର ନାଟକ କରୁଛି ବୋଲି ଶ୍ରୀ ଗୁରୁ ଅଭେିଯାଗ କରିଛନ୍ତି । ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେହେଲ କେଂଗ୍ରସ ଚାଷୀମାନଙ୍କୁ ସାଥେôର ଧରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥେôଲ । ଏହି ସାମ୍ବାଦିକ ସମ୍ମିଳନେୀର ଗଣମାଧ୍ୟମ ସେଂଯାଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥେôଲ ।
Related Stories
November 14, 2024