ରାୟଗଡା (ରତ୍ନଗିରି ନ୍ୟୁଜ) :- ରାୟଗଡା ବିଜୁ ଜନତା ଦଳ ର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଅତୁନ ସବ୍ୟସାଚୀ ନାୟକ ଦୁଇ ଦିନିଆ ରାୟଗଡା ଜ଼ିଲ୍ଲା ଗସ୍ତ ରେ ଆସି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମ୍ପର୍କ ଟେ ସ୍ଥିତି ଅନୁଧ୍ୟାନ କରିଥିଲେ ଶ୍ରୀ ନାୟକ ପଦ୍ମପୁର ବ୍ଲକ ର ଖିଲାମୁଣ୍ଡା ରେ ପହଁଚିବା ପରେ ତାଙ୍କୁ ଜ଼ିଲ୍ଲା ବିଜେଡି ସଭାପତି ଶ୍ରୀ ସୁଧୀର ଦାସ ବ୍ଲକ ଅଧକ୍ଷ ରମାକାନ୍ତ ମାଝୀ ଯୁବ ଜନତା ଦଳ ସମ୍ପାଦକ ଚିରୁଭାଇ ବରିଷ୍ଟ ବିଜେଡି ନେତା ରଘୁନନ୍ଦନ ନାୟକ ଦୁର୍ଗା ପ୍ରସାଦ ସାହୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କାରବି ସହିତ ଏକ ବିରାଟ ବାଇକ ରାଲିରେ ପଦ୍ମପୁର ସହର ଦେଇ ମୁଚିକିପଦର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ଏହାପରେ ଶ୍ରୀ ନାୟକ ରାୟଗଡା ଠାରେ ଦଳର ବିଭିନ କାର୍ଯ୍ୟକର୍ତ୍ତା ଙ୍କ ସହିତ ଆଗାମୀ ପଂଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ ଏହି ଆଲୋଚନା ସମୟରେ ରାୟଗଡା ଜ଼ିଲ୍ଲା ବିଜେଡି ର ଚାଣକ୍ୟ ତଥା ବିଜେଡି ସଭାପତି ଶ୍ରୀ ସୁଧୀର ଦାସ ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ ବିଜୁ ଛାତ୍ର ଜନତା ସଭାପତି ପିଙ୍କୁ ପଣ୍ଡା ଉପସ୍ଥିତ ଥିଲେ ଗତ ବିଧାନ ସଭା ନିର୍ବାଚନ ତର ସୁଧୀର ଦାସ ଙ୍କ ନେତୃତ୍ୱ ରେ ଯେପରି ବିଜୟ ହାସଲ କରିଥିଲା ସେହିପରି ଆଗାମୀ ତ୍ରିସ୍ତରୀୟପଂଚାୟତ ନିର୍ବାଚନ ଟେ ଯେପରି ଭାବେ ବିଜୟ ହାସଲ କାରବି ସେଥିପାଇଁ ଗୁରୁମାନ୍ତ୍ର ଦେଇଥିଲେ ରାୟଗଡା ଜ଼ିଲ୍ଲା ସବୁବେଳେ ଦୁଇ ଗୋଷ୍ଟି ମଧ୍ୟରେ ମତାନ୍ତର ରେ ରହିଆସୁଛି ଏଥିରୁ ନିବୃତ ରହି ମନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଟାଣକରିବା ପାଇଁ କହିଥିଲେ ଏହା ପରେ ଏକ ସାକ୍ଷାତ କାର ରେ ଶ୍ରୀ ନାୟକ କହିଥିଲେ ଯେ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ଗତ 2000ମସିହା ରର ବିଶିବା ଠାରୁ ଏହି ରାୟଗଡା ଜ଼ିଲ୍ଲା ର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ରାୟଗଡା ଜ଼ିଲ୍ଲା ର ପ୍ରଗତି ପାଇଁ ବହୁତ କାର୍ଯ୍ୟକ୍ରମ କରିଛନ୍ତି ଓ ଆଗାମୀ ଦିନ ରେ ମଧ୍ୟ ବହୁ କିଛି କରିବା ର ସଂକଳ୍ପ ନେଇଛନ୍ତି ତେଣୁ ଏହି ଜ଼ିଲ୍ଲା ବସି ସଦାସର୍ବଦା ବିଜେଡି ଦଳ ପଛରେ ଅଛନ୍ତି ଆଗାମୀ ପଂଚାୟତ ନିର୍ବାଚନ ଟେ ବିପୁଳ ଭୋଟ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ନିର୍ବାଚନ ରର ବିଜୟ ହାସଲ କରିବ ବୋଲି କହିଥିଲେ ଏହି ସମୟରେ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାସ ଉପସ୍ଥିତ ରହିଥିଲେ
Related Stories
November 14, 2024