ବୁଗୁଡା(ରତ୍ନଗିରି ନ୍ୟୁଜ): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ନୂଆଁ ଦଦରାଖୋଲ ଗ୍ରାମର ରବିନ୍ଦ୍ର ପରିଡା ଓ ମମତା ପରିଡା ଗୋଟିଏ ପରିବାରର ବାପା ଓ ମାଆ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ଫଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ତିନି ଜଣ ଅନାଥ ଦୁଇ ପୁଅ ଓ ଗୋଟିଏ ଝିଅ କୁ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ତାଙ୍କର ଏହି ମହାନତା ପାଇଁ ସ୍ଥାନୀୟ ଜନସାଧାରଣ ବିଧାୟକ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ :-ଜିଲ୍ଲା ପ୍ରତିନିଧି ,ରଂଜିତ କୁମାର ପୋଲାଇ