PMFBY ଆବେଦନ ଅବଧି ୧୦ ଦିନ ବୃଦ୍ଧି
-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଆବେଦନ ଅବଧି ବୃଦ୍ଧି
-ଜୁଲାଇ ୩୧ ଶେଷ ତାରିଖ ଥିଲା , ଆଉ ୧୦ ଦିନ ବୃଦ୍ଧି ନେଇ ନିର୍ଦ୍ଦେଶନାମା
-ଓଡ଼ିଶା ଚାଷୀଙ୍କ ପାଇଁ ଅବଧି ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା
-ଚଳିତ ଖରିଫ୍ ଋତୁ ପାଇଁ କଟ୍ ଅଫ୍ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ସୂଚନା
-ଏ ନେଇ ରାଜ୍ୟ ସମବାୟ କମିଶନରଙ୍କୁ କେନ୍ଦ୍ର କୃଷି ମନ୍ତ୍ରାଳୟର ଚିଠି
-ସର୍ବାଧିକ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ.
Related Stories
December 9, 2024
December 1, 2024