ବରୀ (ରତ୍ନଗିରି ନ୍ୟୁଜ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ଆସନ ସରଣକ୍ଷ ନେଇ ଚିଠା ତାଲିକା l ପ୍ରକାଶିତ ତାଲିକାରେ ଅନେକ ଆଶାୟୀ ପାର୍ଥୀଙ୍କ ଆଶା ଆଶାରେ ରହିଯାଇଛି l ପ୍ରକାଶିତ ତାଲିକାରେ ବରୀ ପଂଚାୟତ ସମିତିର 29 ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ପାଇଁ ତଫସିଲ ଭୁକ୍ତ ଜାତିର ପୁରୁଷ 4 ବେଳେ ମହିଳା 5, ତଫସିଲ ଭୁକ୍ତ ଉପ ଜାତି ମହିଳା-1, ଅସଂକ୍ଷିତ ପୁରୁଷ -10 ବେଳେ ମହିଳା- 9 ଟି ପଞ୍ଚାୟତରେ ପାଇଁ ରହିଛି l ତେବେ ସରପଞ୍ଚ ପଦବୀ ପାଇଁ ଅଙ୍ଗlଲୋ(ମହିଳା), ଅଟିରା(ତଫସିଲ ଭୁକ୍ତ ଜାତି), ଅନ୍ୟାସୀପୁର(ଅସଂରକ୍ଷିତ), ଅମଠପୁର(ମହିଳା), ଅରଙ୍ଗବାଦ(ତଫସିଲ ଭୁକ୍ତ ଜାତି ମହିଳା), ଅଲ୍ଲିପୁର(ତଫସିଲ ଭୁକ୍ତ ଜାତି), ଈଷାଣପୁର(ଅସଂରକ୍ଷିତ), ଉଦୟନାଥପୁର(ଅସଂରକ୍ଷିତ), କଳାମାଟିଆ(ଅସଂରକ୍ଷିତ), କିମ୍ଭୀରିଆପାଳ(ତଫସିଲ ଭୁକ୍ତ ଉପ ଜାତି ମହିଳା), ଗମୁ(ମହିଳା), ଗୋଳକୁଣ୍ଡ(ତଫସିଲ ଭୁକ୍ତ ଜାତି ମହିଳା), ଚନ୍ଦନପୁର(ମହିଳା), ଧାରପୁର (ତଫସିଲ ଭୁକ୍ତ ଜାତି), ବରୀ(ଅସଂରକ୍ଷିତ), ବଇଁଶୀରିଆ(ମହିଳା), ବାଲିଆ(ମହିଳା), ବାଲିବିଲି(ମହିଳା), ବୋଦୁଅ(ଅସଂରକ୍ଷିତ), ଭଅଁରl(ଅସଂରକ୍ଷିତ), ମଧୁସୂଦନପୁର(ଅସଂରକ୍ଷିତ), ମଂଦାରୀ(ଅସଂରକ୍ଷିତ), ମହାକାଳପଡ଼ା(ଅସଂରକ୍ଷିତ), ରତଳାଙ୍ଗ(ମହିଳା), ରତ୍ନଗିରୀ(ତଫସିଲ ଭୁକ୍ତ ଜାତି ମହିଳା), ରମ୍ପା(ତଫସିଲ ଭୁକ୍ତ ଜାତି ମହିଳା), ସାହୁପଡ଼ା(ତଫସିଲ ଭୁକ୍ତ ଜାତି ମହିଳା), ସେରପୁର(ତଫସିଲ ଭୁକ୍ତ ଜାତି), ସ୍ଵାଇଁଖଣ୍ଡ(ମହିଳା) ଚିଠା ତାଲିକାରେ ସଂରକ୍ଷିତ କରାଯାଇଛି l ସେହିପରି ସମିତି ପାଇଁ ଅଙ୍ଗlଲୋ(ମହିଳା), ଅଟିରା(ତଫସିଲ ଭୁକ୍ତ ଜାତି), ଅନ୍ୟାସୀପୁର (ଅସଂରକ୍ଷିତ), ଅମଠପୁର(ମହିଳା), ଅରଙ୍ଗବାଦ(ତଫସିଲ ଭୁକ୍ତ ଜାତି ମହିଳା), ଅଲ୍ଲିପୁର(ତଫସିଲ ଭୁକ୍ତ ଜାତି), ଈଷାଣପୁର(ଅସଂରକ୍ଷିତ), ଉଦୟନାଥପୁର(ଅସଂରକ୍ଷିତ), କଳାମାଟିଆ(ଅସଂରକ୍ଷିତ), କିମ୍ଭୀରିଆପାଳ(ତଫସିଲ ଭୁକ୍ତ ଉପ ଜାତି ମହିଳା), ଗମୁ(ମହିଳା), ଗୋଳକୁଣ୍ଡ(ତଫସିଲ ଭୁକ୍ତ ଜାତି ମହିଳା), ଚନ୍ଦନପୁର(ମହିଳା), ଧାରପୁର (ତଫସିଲ ଭୁକ୍ତ ଜାତି), ବରୀ(ଅସଂରକ୍ଷିତ), ବlଇଁଶୀରିଆ(ମହିଳା), ବାଲିଆ(ମହିଳା), ବାଲିବିଲି(ମହିଳା), ବୋଦୁଅ(ଅସଂରକ୍ଷିତ), ଭଅଁରl(ଅସଂରକ୍ଷିତ), ମଧୁସୂଦନପୁର(ଅସଂରକ୍ଷିତ), ମଂଦାରୀ(ଅସଂରକ୍ଷିତ), ମହାକାଳପଡ଼ା(ଅସଂରକ୍ଷିତ), ରତଳାଙ୍ଗ(ମହିଳା), ରତ୍ନଗିରୀ(ତଫସିଲ ଭୁକ୍ତ ଜାତି ମହିଳା), ରମ୍ପା(ତଫସିଲ ଭୁକ୍ତ ଜାତି ମହିଳା), ସାହୁପଡ଼ା(ତଫସିଲ ଭୁକ୍ତ ଜାତି ମହିଳା), ସେରପୁର(ତଫସିଲ ଭୁକ୍ତ ଜାତି), ସ୍ଵାଇଁଖଣ୍ଡ(ମହିଳା) ପାଇଁ ରହିଛି l ଜିଲ୍ଲା ପରିଷଦ ସଦସ୍ୟ ପାଇଁ ବରୀ -21(ମହିଳା) ରହିଥିବା ବେଳେ ବରୀ-22(ଅନୁସୂଚିତ ଜାତି),ବରୀ -23(ଅସଂରକ୍ଷିତ),ବରୀ -24(ଅନୁସୂଚିତ ଜାତି) ପାଇଁ ରହିଛି l
Related Stories
December 1, 2024
November 25, 2024