ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ଶପଥ ନେବେ । ଏହି ୧୬ ଜଣଙ୍କ ନାମରେ ମୋହର ମାରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଜନତା ମଇଦାନରେ ଏଇମାନେ ହିଁ ନେବେ ଶପଥ ।
ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ
ଉପମୁଖ୍ୟମନ୍ତ୍ରୀ
୧) କନକ ବର୍ଦ୍ଧନ ସିଂହ ଦେଓ
୨) ପ୍ରଭାତୀ ପରିଡ଼ା
କ୍ୟାବିନେଟ୍ ମନ୍ତ୍ରୀ
୧) ସୁରେଶ ପୂଜାରୀ
୨) ରବି ନାରାୟଣ ନାୟକ
୩) ନିତ୍ୟାନନ୍ଦ ଗଣ୍ଡ
୪) କୃଷ୍ଣଚନ୍ଦ୍ର ପାତ୍ର
୫) ପୃଥ୍ୱୀରାଜ ହରିଚନ୍ଦନ
୬) ଡ. ମୁକେଶ ମହାଲିଙ୍ଗ
୭) ବିଭୁତି ଭୁଷଣ ଜେନା
୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର
ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ
୧) ଗଣେଶ ରାମ ସିଂ ଖୁଣ୍ଟିଆ
୨) ସୂର୍ଯ୍ୟବଂଶୀ ସୂରଜ
୩) ପ୍ରଦୀପ ବଳସମାନ୍ତ
୪) ଗୋକୁଳାନନ୍ଦ ମଲ୍ଲିକ
୫) ସମ୍ପଦ ସ୍ୱାଇଁ