ଭୁବେନଶ୍ୱର (ରତ୍ନାଗିରି ନ୍ୟୁଜ):- ସାରା ରାଜ୍ୟେର ହଜାର ହଜାର ସଂଖ୍ୟୋର ଚାଷୀଙ୍କ ପାଖେର ଧାନ ବିକ୍ରି ନେହାଇପାରି ସ୍ଥାନୀୟ ମଣ୍ଡିଗୁଡିକେର ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥୋର ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥୋର ପ୍ରାୟ ହଜାର ସଂଖ୍ୟୋର ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡେିର ପଡିରହିଛି । ଏଥିପାଇଁ େଯେତ ସଂଖ୍ୟୋର ଚାଷୀ ପଞ୍ଜୀକରଣ କରିଥେôଲ ଟୋକନ ନେଦବା କାରଣରୁ ସେମୋନ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରେର କ୍ୱିଂଟାଲ ପିଛା ହଜାର ଟଙ୍କୋର ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଟୋକନ ପାଇଥିବା ଚାଷୀ ମଣ୍ଡେିର ଧାନବିକ୍ରି କଲୋବେଳ ମିଲର୍ସ ମୋନ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚଳିତ ରବି ଋତେୁର ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରେିଦଇଥିବାରୁ େଅନକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି । ରାଜ୍ୟେର ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବେିର ଓଡିଶା ରାଜ୍ୟ ଯୋଗଣ ନିଗମ କାର୍ଯ୍ୟାଳୟ ସମ୍ମୁଖେର ରାଜ୍ୟ ବେିଜପି କୃଷକ ମୋର୍ଚ୍ଚା ପକ୍ଷରୁ ବେିକ୍ଷାଭ ପ୍ରଦଶର୍ନ କରାଯାଇଛି ।
ରାଜ୍ୟ ସରକାରଙ୍କ ଟୋକନ ଓ ଟୋଗର୍ଟ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟେର ଅସେନ୍ତାଷ ଦେଖୋଦଇଛି । ଏହି ବ୍ୟବସ୍ଥା ଫଳେର ରାଜ୍ୟର ବିଭିନ୍ନ ସ୍ଥାନେର ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି । ଶାସକ ଦଳ ଓ ଅସାଧୁ ମିଲରଙ୍କ ମଧୁ ଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ରହୁଛି ଏବଂ ଅଭାବ ବିକ୍ରିର ସମ୍ମୁଖୀନ ହେଉଛି । ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରେର ଚାଷୀ ନିଜ ଧାନ ବିକ୍ରି କରୁଛି । ମୋଦି ସରକାର ଧାନର ସମୟେର ଧାନର ସବର୍ନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୯୪୦ ଟଙ୍କା ଥିବୋବେଳ ଚାଷୀମୋନ ମଧ୍ୟସ୍ଥିଙ୍କ ଉପସ୍ଥିତି କାରଣରୁ ୧ ହଜାରରୁ ୧୨୦୦ ଟଙ୍କୋର ନିଜ କଷ୍ଟ ଉର୍ପାଜିତ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ମିଲର ଜରିଅୋର ବେିଜଡି ନିଜ ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି ବୋଲି ବେିଜପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପେୁରାହିତ ଅଭେିଯାଗ କରିଛନ୍ତି ।
ରାଜ୍ୟେର ଧାନ କିଣୋର ବ୍ୟାପକ ଅବ୍ୟବସ୍ଥା ଦେଖୋଦଇଛି । ଏହି ପ୍ରସଙ୍ଗେର ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖେର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ବେିଜପିର ସାଂସଦମୋନ ଅୋଲାଚନା କରିଥେିଲ । ଏହା ପେର ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱେର ଏକ ଟିମ୍ ଗଠନ କରାଯାଇ ଧାନ କିଣା ଅବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା । କେନ୍ଦ୍ରୀୟ ତଦନ୍ତ ରେିପାର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି, ଏହାକୁ ସମୀକ୍ଷା ଏବଂ ତୁରନ୍ତ କାର୍ଯ୍ୟକାରୀ କରାଯାଉ । ମିଲରର ଟ୍ୟାଗ ଥିବା ସେତ୍ୱ ଧାନ ମଣ୍ଡିରୁ ନଉଠାଇବା କାରଣରୁ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି, ଏଭଳି ମିଲରଙ୍କ ବିରୁଦ୍ଧେର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ପେୁରାହିତ ଦାବି କରିଛନ୍ତି ।
ଓଡିଶୋର ଧାନ କିଣୋର ବ୍ୟାପକ ଅବ୍ୟବସ୍ଥା ବିରୁଦ୍ଧେର କେନ୍ଦ୍ରୀୟ ପ୍ରତିନିଧୀ ଦଳ ୫୬ ପୃଷ୍ଠାର ରେିପାଟର୍ରେ ଦର୍ଶାଯାଇଛି ଯେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟସୀମାକୁ ସମସ୍ତ ଆରଏମସି ଗୁଡିକେର କମାଇ ଦିଆଯାଇଛି । ଯାହାଫଳେର ଟୋକନ ନଷ୍ଟ ହେବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମୋନ ହତାଶ ହୋଇଛନ୍ତି । ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣେଦଖା କରାଯାଇଛି । ସ୍ୱଚ୍ଛତା ଓ ଉତରଦାୟୀତ୍ୱ ନଥିବାକରଣରୁ ଚାଷୀମୋନ ମଣ୍ଡି ମାଫିଆଙ୍କ ଦ୍ୱାରା ଲୁଟର ଶିକାର ହେଉଛନ୍ତି । ଧାନର ପରିବହନ ପାଇଁ ରାଜ୍ୟ ସରକାର ମିଲରଙ୍କୁ ଦାୟୀତ୍ୱ ଦେଇଛନ୍ତି ଯାହା ନିୟମ ବେିରାଧୀ । ଧାନର ସମଗ୍ର କ୍ରୟ ପ୍ରକ୍ରିୟା ମିଲରମାନଙ୍କ ଇଛା ଅନୁଯାୟୀ ପରିଚାଳିତ ହେଉଛି । ଧାନ ବସ୍ତା, ଧାନର ପରିବହନ, ଲୋଡିଂ ଏବଂ ମଣ୍ଡେିର କାମ କରୁଥିବା ଶ୍ରମିକଙ୍କୁ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମିଲରଙ୍କୁ ଦାୟୀତ୍ୱ ଦେଇଛନ୍ତି । ଏହା ଭାରତ ସରକାରଙ୍କ ଦ୍ୱାରା ଇେ-ଟଣ୍ଡର ମାଧ୍ୟମେର ଧାନର ପରିବହନ ମୂଲ୍ୟ ଏବଂ ପରିବହନ ଦର ନିର୍ଦ୍ଧାରଣ ପାଇଁ ଓସଓଆର ୦୬-୦୫-୨୦୧୯ (ଇଦ୍ଭଦ୍ଭରଙ୍ଘଙ୍କକ୍ସର-ଢଢଠ) ନିୟମର ଉଲ୍ଲଘଂନ କରୁଛି । ମିଲରମାନଙ୍କ ଦ୍ୱାରା ଟ୍ରାନଜିଟ୍ ପାସ୍ ବା ସ୍ୱୀକୃତି ପତ୍ର ଦେଲା ପେର ହିଁ ଚାଷୀ ମାନଙ୍କୁ ପଇସା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହେଉଛି । ଏଥିରୁ ଜଣାପଡୁଛି କି, ମିଲର ଓ ସରକାରଙ୍କ ମଧ୍ୟମେର ଅସାଧୁ ମେଂଟ ରହିଛି ବୋଲି ଶ୍ରୀ ପେୁରାହିତ କହିଛନ୍ତି ।
ରାଜ୍ୟ ସରକାର ଟୋକନ୍ ଲ୍ୟାପସ୍ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବା ସହ ଚାଷୀଙ୍କ ଠାରୁ କ୍ୱିଂଟାଲ ପିଛା ୮/୧୦ କେଜି ଧାନ କଟନୀ ଛଟନୀ କରାଯାଉଥିବାରୁ ମିଲର୍ସ ମାନଙ୍କ ବିରୁଦ୍ଧେର କେଠାର କାର୍ଯ୍ୟାନୁଷ୍ଠାନ ନେବାକୁ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମୋନ ଦାବି କରିଛନ୍ତି । ଏହା ସହ ରାଜ୍ୟ ସରକାର ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରିବାକୁ ମୋର୍ଚ୍ଚା କାର୍ଯ୍ୟକର୍ତାମୋନ ଦାବି କରିଛନ୍ତି । ଜୁନ୍ ୩୦ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଇବା ନେଇ ଯୋଗାଣ ନିଗମ ପରିଚାଳନା ନେିଦ୍ଦର୍ଶକ ନିଭର୍ର ପ୍ରତିଶୃତି ଦେଇଛନ୍ତି । ଏହା ପେର କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମୋନ ଧାରଣାରୁ ଉଠିଛନ୍ତି ।
ଏହି ଅବସରେର ବିଧାୟକ ନାଉରୀ ନାଏକ, ସୁବାସ ପାଣିଗ୍ରାହୀ, ଡ. ମେୁକଶ ମହାଲିଙ୍ଗ, କୁସୁମ େଟେଟ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ପ୍ରମୁଖ ଧାଣ କିଣା ଅବ୍ୟବସ୍ଥା ଓ ଚାଷୀ ମାରଣନୀତି ବିରୁଦ୍ଧେର କ୍ଷୋଭ ପ୍ରକାଶ କରିବା ସହ ଚାଷୀଙ୍କ ସ୍ୱାଥର୍କୁ ଦୃଷ୍ଟେିର ରଖି ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଥେିଲ ।
ଏହି ବେିକ୍ଷାଭ ସମୟେର ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦୁର୍ଯ୍ୟଧନ ସାହୁ, ରାଧାକାନ୍ତ ମହନ୍ତ ଓ ଶ୍ରୀରଂଜନ ମଙ୍ଗରାଜ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ ଓ କାମାକ୍ଷା ପ୍ରସାଦ ପ୍ରଧାନ, ସୁରଥ ବିଶ୍ୱାଳଙ୍କ ସେମତ ଶତାଧିକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥେିଲ ।
Related Stories
December 1, 2024
November 25, 2024