ବଲାଙ୍ଗୀର(ରତ୍ନଗିରି ନ୍ୟୁଜ)୦୧/୦୨: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ଖୁଲୁମଖୁଲା ଟଙ୍କା ବଣ୍ଟନ କରୁଥିବା ବେଳେ ଭିଡ଼ିଓ ହେଲା ଭାଇରାଲ l ଏହି ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଥିବା ବେଳେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ଏହି ଘଟଣାର ସହ ସରଜମିନ ତଦନ୍ତ କରିଛନ୍ତି । ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା, ଜିପିଇଓ ରାହାସ ବିହାରୀ ମଲ୍ଲିକ, ପିଇଓ ପୀତବାସ ଜାନୀ ପ୍ରମୁଖ ଠେମରା ପଞ୍ଚାୟତର ବରକାନୀ ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହ ଲୋକଙ୍କୁ ପଚରା ଉଚରା କରିଥିଲେ l
ରିପୋର୍ଟ: ଜଗନ୍ନାଥ ଧରୁଆ,ବଲାଙ୍ଗୀର
Related Stories
December 1, 2024
November 25, 2024