କଟକ (ରତ୍ନଗିରି ନ୍ୟୁଜ): ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାହାଙ୍ଗାର ସାମଗ୍ରିକ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଦୃଢ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ନାହାଙ୍ଗ ଗ୍ରାମପଞ୍ଚାୟତର ୮୦ ରୁ ଉର୍ଦ୍ଧ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ମନ୍ତ୍ରୀଙ୍କ ମାହାଙ୍ଗା ବାସଭବନରେ ଯୋଗ ଦେଇଛନ୍ତି l ଦଳରେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ମନ୍ତ୍ରୀ ଶ୍ରୀ ଜେନା ସ୍ୱାଗତ କରିଥିଲେ l
Related Stories
November 3, 2024
November 3, 2024