ବରୀ୨୩/୮(ରତ୍ନଗିରି ନ୍ୟୁଜ) :ବରୀ ବ୍ଲକ ଅନ୍ତର୍ଗତ ଈଶାଣପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗତ ସୋମବାର ଦିନ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ସାଇ ଶାନ୍ତି ହସପିଟାଲ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ଆଖ ପାଖ ଅଞ୍ଚଳର ବହୁ ବ୍ୟକ୍ତି ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ l ତେବେ ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଚି଼ହ୍ନଟ କରାଯାଇ ସାଇ ଶାନ୍ତି ହସପିଟାଲକୁ ନିଆଯାଇଥିବା ଜଣାପଡିଛି
Related Stories
December 1, 2024
November 25, 2024