ପୁରୀ (ରତ୍ନଗିରି ନ୍ୟୁଜ) : ପୁରୀ ଜିଲ୍ଲା କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଦେବେନ ଦେବ ଲୋଭାନ୍ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳ ଛାଡ଼ି ଆମ୍ ଆଦମୀ ପାର୍ଟି ରେ ଯୋଗଦାନ କରିଛନ୍ତି ତତସହ ସତ୍ୟବାଦୀ ବ୍ଲକ୍ ର ଲଢ଼ୁଆ ଯୁବ ନେତା ଶ୍ରୀ ଦେବାଶିଷ ମିଶ୍ର ଯୋଗଦାନ କରିଛନ୍ତି | ବ୍ରହ୍ମଗିରି ବ୍ଲକ୍ ର ସାମାଜ ସେବି ରୁପେ କାମ କରୁଥିବା ପୂର୍ବତନ ସେନାଧିକାରୀ ଶ୍ରୀ ପବିତ୍ର ମୋହନ ଦଳାଇ ଆମ୍ ଆଦମୀ ପାର୍ଟି ର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଙ୍କ ଉପସ୍ଥିତିରେ ଉତ୍ତରୀୟ ଓ ଟୋପି ପିନ୍ଧି ସଦସ୍ୟତା ଗ୍ରହଣ କରିଥିଲେ |ଆଗାମୀ ଦିନରେ ଆପ୍ ର ସଙ୍ଘଗଠନକୁ ମଜଭୁତ କରିବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀ ଓ ବ୍ରହ୍ମଗିରି ବ୍ଲକ୍ ରେ ଉପଯୁକ୍ତ ପାର୍ଥି ଦିଆଯିବ ବୋଲି ଘୋଷଣା କରିଥିଲେ |
Related Stories
December 1, 2024
November 25, 2024