Category: ରାଜ୍ଯ

ରାଜ୍ଯ

ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଲିଗୁଡା(ରତ୍ନଗିରି ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ

ରାଜ୍ଯ

ରାଜସ୍ୱ ବିଭାଗର ଜବରଦଖଲ ଉଚ୍ଛେଦ ଆରମ୍ଭ : ଦୁଇ ଘର ଭାଙ୍ଗିଲା ,୧୫ କୁ ନୋଟିସ

ବାଲିଗୁଡା(ରତ୍ନଗିରି ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ସରକାରୀ ଜମିରେ ବେଇଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇ ପଡିଛି । ଏ ନେଇ ରାଜସ୍ୱ ବିଭାଗ ର ନିଦ ଭାଙ୍ଗିଛି ସରକାରୀ ଜାଗାରେ ନିର୍ମାଣ ହୋଇଥିବା

ରାଜ୍ଯ

ବାଲ୍ୟ ବିବାହ ରୋକିବାକୁ ଜ଼ିଲ୍ଲା ପ୍ରଶାସନର ଅଭିନଵ ପ୍ରୟାସ

ବାଲିଗୁଡା(ରତ୍ନଗିରି ନ୍ୟୁଜ): ବାଲ୍ୟ ବିବାହ ରୋକିବା କୁ ଜ଼ିଲ୍ଲା ପ୍ରଶାସନ ର ଅଭିନଵ ପ୍ରୟାସ, ନୃତ୍ୟ ଗୀତ ପଥ ପ୍ରାନ୍ତ ନାଟକ ମାଧ୍ୟମ ଗାଁ ଗାଁ ରେ ଜନ ସଚେତନ l ନିଆରା ଢଙ୍ଗରେ କଳାକାର ଙ୍କ ସାମାଜିକ ବାର୍ତ୍ତା l

ରାଜ୍ଯ

ପିକ ଅପ ଭ୍ୟାନ ସହ ବାଇକ ଧକ୍କା: ୨ ଗୁରୁତର

ବାଲିଗୁଡା(ରତ୍ନଗିରି ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ତୁମୁଡିବନ୍ଧ -କୋଟଗଡ଼ ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇଜଣ ଯୁବକ ହେଲେ ଦେବଜୀତ ପରାସେଠ, ସମଦେଶ

ରାଜ୍ଯ

ପୁରୁଣା କ୍ରିଷ୍ଣା ମିନି ବସ ଟି ହୁ ହୁ ହୋଇ ଜଳିଗଲା

ବାଲିଗୁଡା(ରତ୍ନଗିରି ନ୍ୟୁଜ): : କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପୋଡି ସାହିକୁ ଯିବା ରାସ୍ତା କଡରେ ଦୀର୍ଘ ଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସଟି ଶନିବାର ରାତ୍ରରେ ହଠାତ ହୁତୁହୁତୁ ହୋଇ ଜଳିଗଲା ।ଯାହା କୁ

ରାଜ୍ଯ

ଚଳନ୍ତା କାର ହୁହୁ ହୋଇ ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା ସମେତ ୬ ଜଣ ଶିଶୁ

ବାଲିଗୁଡା(ରତ୍ନଗିରି ନ୍ୟୁଜ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତ୍ର ରେ ଏକ ଚଳନ୍ତା ଆକ୍ଟିଭା କାର ରେ ହଠାତ ନିଆଁ ଲାଗି ହୁହୁ ହୋଇ ଜାଲିଗଲା । ଗାଡି

ରାଜ୍ଯ

ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ

ବାଲିଗୁଡା(ରତ୍ନଗିରି ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଘାଟନ ହୋଇଯାଇଛି l ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ

ରାଜ୍ଯ

ଜାନୁୟାରୀ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିବ ପ୍ରଦେଶ ଯୁବ କଂଗ୍ରେସ

ଭୁବନେଶ୍ଵର(ରତ୍ନଗିରି ନ୍ୟୁଜ): ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ରଞ୍ଜିତ ପାତ୍ର କହିଲେ ଯେ, ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ମୋହନ ସରକାର କ୍ଷମତାକୁ ଆସିଲେ ତାହାକୁ ପୁରଣ କରିବାରେ ବ୍ୟର୍ଥ

ରାଜ୍ଯ

ଅଭିମନ୍ୟୁସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା

ବରୀ(ରତ୍ନଗିରି ନ୍ୟୁଜ) :- ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ର ଅନ୍ୟତମ ପୁରାତନ ଶିକ୍ଷାକେନ୍ଦ୍ର ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟବିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗୁରୁବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଆର ଅଧିଷ୍ଠାତ୍ରି

ରାଜ୍ଯ

ଛାତ୍ର ବୃତ୍ତିରେ ବ୍ଲକ୍ ଟପର ହେଲେ କମଳେଷ୍‌

ବରୀ(ରତ୍ନଗିରି ନ୍ୟୁଜ) :- ନିକଟରେ ପ୍ରକାଶ ପାଇଥିବା ତୃତୀୟ ଶ୍ରେଣୀ ବୃତ୍ତିପରୀକ୍ଷାରେ ବ୍ଲକ୍ ସ୍ତରରେ ସବୋର୍ଚ୍ଚ ନମ୍ବର ରଖି ପ୍ରଥମସ୍ଥାନ ଅଧିକାର କରିଛନ୍ତି କମଳେଷ୍ ମହାପାତ୍ର । ବରୀ ମଣ୍ଡଳ ଶିକ୍ଷାଧିକାରୀଙ୍କ ପକ୍ଷରୁ ପ୍ରକାଶିତ ମେଧା ତାଲିକାରେ ୭ଜଣ ଛାତ୍ରଛାତ୍ରୀ ରହିଥିବାବେଳେ

Create a new perspective on life

Your Ads Here (1260 x 240 area)