
ଦେଶ ଦୁନିଆ
ଟ୍ରମ୍ପଙ୍କୁ ପଛରେ ପକାଇ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ ହେଲେ ମାରିଆ କୋରିନା ମାଚାଡୋ
ଭେନେଜୁଏଲା, ୧୦/୧୦: ବହୁ ପ୍ରତୀକ୍ଷିତ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି। ନରୱେ ନୋବେଲ କମିଟିର ସଭାପତି ଜର୍ଜେନ