ଭୁବନେଶ୍ବର (ରତ୍ନଗିରି ନ୍ୟୁଜ) : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି l କଳାହାଣ୍ଡି – ଲମ୍ବୋଧର ନିଆଳ ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ ସୁନ୍ଦରଗଡ – ଦିଲ୍ଲୀପ ତିର୍କୀ ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି ନବରଙ୍ଗପୁର – ପ୍ରଦୀପ ମାଝୀ ଭୁବନେଶ୍ୱର – ମନ୍ମଥ ରାଉତରାୟ କୋରାପୁଟ – କୌଶଲ୍ୟା ହିକ୍କକା ଆସ୍କା – ରଞ୍ଜିତା ସାହୁ ବିଜେଡି ବିଧାନସଭା ପ୍ରାର୍ଥୀ ବିଷମ କଟକ – ଜଗନ୍ନାଥ ସାରକା ଗୁଣୁପୁର – ରଘୁନାଥ ଗମାଙ୍ଗ ରାୟଗଡା – ଅନୁସୂୟା ମାଝୀ ବରଗଡ – ଦେବେଶ ଆଚାର୍ଯ୍ୟ ବିଜେପୁର – ରୀତା ସାହୁ ଅତାବିରା – ସେହ୍ନାଙ୍ଗିନୀ ଛୁରିଆ ଭଟଲି – ସୁଶାନ୍ତ ସିଂ ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର ବସ୍ତା – ସୁବାସିନୀ ଜେନା ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ ଭଦ୍ରକ – ପ୍ରଫୁଲ ସାମଲ ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ ଚାନ୍ଦବାଲି – ବ୍ୟୋମକେଶ ରାୟ ବିଞ୍ଝାରପୁର – ପ୍ରମିଳା ମଲ୍ଲିକ ଧର୍ମଶାଳା – ପ୍ରଣବ ବଳବନ୍ତରାୟ ଯାଜପୁର – ସୁଜାତା ସାହୁ ସୁକିନ୍ଦା – ପ୍ରୀତିରଞ୍ଜନ ଡେଇ ଢେଙ୍କାନାଳ – ସୁଧୀର ସାମଲ କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ ପରଜଙ୍ଗ – ନୃସିଂହ ସାହୁ ପାଲଲହଡା – ମୁକେଶ ପାଲ ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା ସୋନପୁର – ନିରଞ୍ଜନ ପୂଜାରୀ ଲୋଇସିଂହା – ନିହାର ରଞ୍ଜନ ବେହେରା ପାଟଣାଗଡ – ସରୋଜ ମେହେର ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ ଟିଟିଲାଗଡ – ଟୁକୁନି ସାହୁ ନୂଆପଡା – ରାଜେନ୍ଦ୍ର ଢୋଲକିଆ ଉମରକୋଟ – ନବୀନା ନାୟକ ଝରିଗାଁ – ରମେଶ ଚନ୍ଦ୍ର ମାଝୀ ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ ଡାବୁଗାଁ – ମନୋହର ରନ୍ଧାରୀ ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ ଜୁନାଗଡ – ଦିବ୍ୟଶଙ୍କର ମିଶ୍ର ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ ଭବାନୀପାଟଣା – ଲତିକା ନାୟକ ଜି ଉଦୟଗିରି – ସାଲୁଗା ପ୍ରଧାନ କଣ୍ଟାମାଳ – ମହିଧର ରଣା ବୌଦ୍ଧ – ପ୍ରଦୀପ କୁମାର ଅମାତ ବଡମ୍ବା – ଦେବୀ ପ୍ରସାଦ ମିଶ୍ର ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ କଟକ ଚୌଦାର – ସୌଭିକ ବିଶ୍ୱାଳ ନିଆଳି – ପ୍ରମୋଦ ମଲ୍ଲିକ କଟକ ସଦର – ଚନ୍ଦ୍ରସାରଥୀ ବେହେରା ପାଟକୁରା – ଅରବିନ୍ଦ ମହାପାତ୍ର ଆଳି – ପ୍ରତାପ ଦେବ ରାଜନଗର – ଧ୍ରୁବ ସାହୁ ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ ପୁରୀ – ସୁନୀଲ ମହାନ୍ତି ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀ – ସଞ୍ଜୟ ଦାସବର୍ମା ପିପିଲି – ରୁଦ୍ର ପ୍ରସାଦ ମହାରଥୀ ଜଟଣୀ – ବିଭୂତି ବଳବନ୍ତରାୟ ରଣପୁର – ସତ୍ୟନାରାୟଣ ପ୍ରଧାନ ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା ନୟାଗଡ – ଅରୁଣ ସାହୁ ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ ପୋଲସରା – ଶ୍ରୀକାନ୍ତ ସାହୁ କବିସୂର୍ଯ୍ୟନଗର – ଲତିକା ପ୍ରଧାନ ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା ସୋରଡା – ସଂଘମିତ୍ରା ସ୍ୱାଇଁ ହିଞ୍ଜିଳି – ନବୀନ ପଟ୍ଟନାୟକ ଗୋପାଳପୁର – ବିକ୍ରମ କୁମାର ପଣ୍ଡା ଦିଗପହଣ୍ଡି – ବିପ୍ଲବ ପାତ୍ର ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ କୋଟପାଡ – ଚନ୍ଦ୍ରଶେଖର ମାଝୀ କୋରାପୁଟ – ରଘୁରାମ ପୋଡାଲ ମାଲକାନଗିରି – ମାନସ ମାକାମ୍ବୀ କାଶୀପୁର – ବଦ୍ରିନାରାୟଣ ପାତ୍ର ପାଟଣା – ଜଗନ୍ନାଥ ନାୟକ
Related Stories
October 2, 2024