ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା;ହିତାଧିକାରୀଙ୍କୁ ଆଉ ୪ ମାସ ମିଳିବ ଅତିରିକ୍ତ ଚାଉଳ, ହିତାଧିକାରୀପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ମିଳିବ,ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏ ମାଗଣାରେ ମିଳିବ; ଉପକୃତ ହେବେ ୯ଲକ୍ଷ ୧୫ ହଜାର ହିତାଧିକାରୀ,ଏଥତ୍ପାଇଁ ରାଜ୍ୟ ଖର୍ଚ୍ଚ କରିବ ୬୮କୋଟି ୧୩ ଲକ୍ଷ ଟଙ୍କା l
Related Stories
December 1, 2024
November 25, 2024