ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ):-ଆଜି ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ଯାଳୟ ଠାରେ ଚେୟାରମ୍ୟାନ ଓ କାଉନସିଲର ମାନଙ୍କ ମନୋନୟନ ପତ୍ର ଗୁଡ଼ିକ ଯାଞ୍ଚ ପକ୍ରିୟା ହୋଇଯାଇଛି । ସେହିପରି ସ୍ବାଧୀନ ପ୍ରାର୍ଥୀ ୪ ଏବଂ ଦଳୀୟ ପ୍ରାର୍ଥୀ ୪ଜଣଙ୍କ ମଧ୍ୟ ଯାଞ୍ଚ ହୋଇଥିଲା ବେଳେ ସମସ୍ତ କାଉନସିଲର ପ୍ରାର୍ଥୀଙ୍କ ମନୋନୟନ ପତ୍ର ନିର୍ଭୁଲ ଓ ଠିକ ରହିଥିବା ନିର୍ବାଚନ ଅଧିକାରୀ ହିଞ୍ଜିଳି ପକ୍ଷରୁ ସୁଚନା ମିଳିଛି ।ହିଞ୍ଜିଳି ପୌରପରିଷଦର ସ୍ବାଧୀନ ପ୍ରାର୍ଥୀ ଭାବେ ସାମ୍ବାଦିକ ରଂଜିତ କୁମାର ପୋଲାଇ ନିର୍ବାଚନ ମଇଦାନକୁ ଓହ୍ଲାଇ ୧୩ ଗୋଟି ମୁଦ୍ଦା ନେଇ ଜନତାଙ୍କ ପାଖରେ ରଖିବା ଏବଂ ” ହିଞ୍ଜିଳି ଜନତା ଗେରେଜ ”ଲକ୍ଷ୍ୟ ଏବଂ ସ୍ବପ୍ନ ପ୍ରତିଷ୍ଠା ରଖିବା ମୋର ନୀତି ଆଦର୍ଶରେ ଆଧାରିତରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି l
Related Stories
October 2, 2024