ଭୁବନେଶ୍ୱର : ବିଧାନସଭା ସଚିବାଳୟ ପକ୍ଷରୁ ଆତଙ୍କବାଦ ନିରୋଧ ଦିବସ ପାଳିତ ହୋଇଯାଇଛି । ସଂପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଥିବା ଏହି ଦିବସରେ ମୁଖ୍ୟଅତିଥି ଭାବେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇଥିଲେ । ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ଆତଙ୍କବାଦ ବିରୋଧରେ ସାମୂହିକ ସଂଗ୍ରାମ ପାଇଁ ବିଧାନସଭା ସଚିବ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଶ ପଥ ପାଠ କରାଇଥିଲେ ।
Related Stories
December 1, 2024
November 25, 2024