About

Ratnagiri ଏକ ମାସିକ ସମ୍ବାଦପତ୍ର l ଏହା ପ୍ରଥମେ 2003 ମସିହାରେ ରାଜଧାନୀ ଭୁବନେଶ୍ଵର ରୁ ପ୍ରକାଶିତ ହୋଇଥିଲା l ପରବର୍ତ୍ତୀ ସମୟରେ କିଛି ଦିନ ପାଇଁ ଯାଜପୁର ଜିଲ୍ଲାରୁ ପ୍ରକାଶିତ ହୋଇଥିଲା l ସମ୍ପ୍ରତି ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବାରେ ସଫଳ ହୋଇ ପାରିଛି l

Spread the love