ଧର୍ମଶାଳା (ରତ୍ନଗିରି ନ୍ୟୁଜ ): ଗୋକର୍ଣ୍ଣିକା ସାହିତ୍ୟ ସମାଜର ୫୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ରବିବାର ଦିନ ଜାରକା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯାଜପୁର ଜିଲ୍ଳାର କୋରେଇ ବ୍ଲକସ୍ଥିତ ହଳଦିଗଡିଆ ସତ୍ୟନାରାୟଣପାଠାଗାର ଆନୁକୁଲ୍ୟରେ ପ୍ରକାଶ ପାଇଆସୁଥିବା ଜନଚେତନାରପ୍ରତୀକ ତ୍ରୟମାସିକ ସାହିତ୍ୟପତ୍ରିକା ‘ସ୍ମୃତିଲିପି’ର ସୁଯୋଗ୍ୟ ସଂପାଦକ ସଂଗଠକ ସାମ୍ବାଦିକ ଭୁବନ ମୋହନ ମହାନ୍ତିଙ୍କର ଵଳିଷ୍ଠ ସଂପାଦନା ପାଇଁ ଆଜି ଜାରକାସ୍ଥିତ କଳ୍ପତରୁଷ୍ଟାଡିୟମଠାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଡଗୌରହରି ଦାଶ ଡ.ଇନ୍ଦୁପ୍ରଦ୍ଭା ସାମଲ ଡ.ରୁଦ୍ରନାରାୟଣ ପୃଷ୍ଟି, ଡ. ସତ୍ୟପ୍ରିୟ ମହାଳିକ, ଡପ୍ରସନ୍ନ କୁମାର ମିଶ୍ର,ଡ.ରବିନ୍ଦ୍ର କୁମାର ବିହାରୀ, ଗୋକର୍ଣ୍ଣିକାର ସଂପାଦକ ରମାକାନ୍ତ ଜେନାଙ୍କର ଉପସ୍ଥିତରେ ଉପସ୍ଥିତରେ ମାନପତ୍ର ଉପଢୋକନ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଂଵର୍ଧନା ଦିଆଯାଇଥିଲା।
ଏଥିପାଇଁ ସମଗ୍ର କୋରେଇ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଥିଲା। ସ୍ମୃତିଲିପିର କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ ଚଲାପଥ ଅନୁଷ୍ଠାନରପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ହଳଧର ଧିର ସାମ୍ବାଦିକ ମଳୟ କୁମାର ମଲ୍ଲିକ ମାଆ କାମୁଡେଇ ସାହିତ୍ୟ ସଂସ୍କୃତି ମଞ୍ଚର ସଦ୍ଭାପତି ବରିଷ୍ଠ ପରିବେଶବିତ ଶରତ କୁମାର ଦାସ ଯୁବକବି କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ,ବରିଷ୍ଠ ଶିକ୍ଷାବିତ ନବଘନ ସ୍ଵାଇଁ,ବଉଳଫୁଲପତ୍ରିକାର ସଂପାଦିକା ବ୍ରଜେଶ୍ଵରୀ ସିଂହ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ଉପଢୋକନ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଂଵର୍ଧନା ଦିଆଯାଇଥିଲା।ଏଥିପାଇଁ ସମଗ୍ର କୋରେଇ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଥିଲା। ସ୍ମୃତିଲିପିର କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ ଚଲାପଥ ଅନୁଷ୍ଠାନରପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ହଳଧର ଧିର ସାମ୍ବାଦିକ ମଳୟ କୁମାର ମଲ୍ଲିକ ମାଆ କାମୁଡେଇ ସାହିତ୍ୟ ସଂସ୍କୃତି ମଞ୍ଚର ସଦ୍ଭାପତି ବରିଷ୍ଠ ପରିବେଶବିତ ଶରତ କୁମାର ଦାସ ଯୁବକବି କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ,ବରିଷ୍ଠ ଶିକ୍ଷାବିତ ନବଘନ ସ୍ଵାଇଁ,ବଉଳଫୁଲପତ୍ରିକାର ସଂପାଦିକା ବ୍ରଜେଶ୍ଵରୀ ସିଂହ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ l



