କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫ ଘୋଷିତ ।
ଓଡିଶାରୁ ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହ ମନୋନୀତ।
ପାଦପୂରଣ କବିତା ସଂକଳନ ପାଇଁ ସେ ଏହି ପୁରସ୍କାର ପାଇବେ ।
ଆଜି ନୂଆଦିଲ୍ଲୀରେ ୨୪ଟି ଭାଷାର ପୁରସ୍କୃତ ଲେଖକଙ୍କ ନାମ ଘୋଷିତ ।
ଆସନ୍ତା (ମାର୍ଚ୍ଚ )୩୧ରେ ପୁରସ୍କାର ପ୍ରଦାନ ସମାରୋହ ହେବ ଦିଲ୍ଲୀରେ।



