Latest News & Article

Day: May 11, 2026

ରାଜ୍ୟ ଖବର

କନକ ଦୁର୍ଗା ବିଦ୍ୟାପୀଠର ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ 

ବରୀ (ରତ୍ନଗିରି ନ୍ୟୁଜ) ବରୀ ଶିକ୍ଷା ମଣ୍ଡଳୀ ଅଧିନ ବାଲିବିଲ ପଞ୍ଚାୟତର କନକ ଦୁର୍ଗା ବିଦ୍ୟାପୀଠର ୨୦୦୧ ମାଟ୍ରିକ ବ୍ୟାଚର ୨୫ ତମ ବା ରୌପ୍ୟ ଜୟନ୍ତି ବନ୍ଧୁମିଳନ ଉତ୍ସବ ମହାସମାରେlହରେ ପାଳିତ ହେlଇଯାଇଛି।