
ରାଜ୍ୟ ଖବର
ସରସ୍ଵତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ
ଦଶରଥପୁର (ରତ୍ନଗିରି ନ୍ୟୁଜ) ଦଶରଥପୁର ବ୍ଲକ୍ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ଏପ୍ରିଲ୍ ୬ ତାରିଖ ଦିନ ପୂର୍ବାହ୍ନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସଭାକୁ