କେନ୍ଦ୍ରାପଡା (ରତ୍ନଗିରି ନ୍ୟୁଜ) : ୨ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡାଦେଶ। ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶି। ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଲେ ଜଗତସିଂହପୁର ପକ୍ସୋ କୋର୍ଟ। ୨ ଦୋଷୀ ସେଖ୍ ଆସିଫ୍ ଓ ସେକ୍ ଅକିଲକୁ ଫାଶି ଦଣ୍ଡାଦେଶ ଦିଆଯାଇଛି। ୨୦୧୪ରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ, ହତ୍ୟା ଘଟିଥିଲା। ଚକୋଲେଟ୍ ନେଇ ଫେରୁଥିବା ନାବାଳିକାକୁ ଦୁର୍ବୃତ୍ତ ଉଠାଇ ନେଇଥିଲେ।
Related Stories
September 30, 2024
September 27, 2024