ବରଗଡ଼ (ସୌମ୍ୟରଞ୍ଜନ ମାଝୀ) : ଆଗଲପୁର ଶଙ୍ଖୁଆର ରୋହିତ୍ ଜେ ୭ ପ୍ରଡକ୍ସନ ହାଉସରେ ପ୍ରସ୍ତୁତ ହେଇ ଯାଇଛି ଏକ ବହୁତ୍ ସୁନ୍ଦର ମଦ ଉପରେ ଏକ ସଚେତନ ଧର୍ମୀ ଗୀତ “ମାଲ୍ ଟା କଲା ମତେ କାଲ୍ “। ଏହି ଗିତ ର ରେକର୍ଡିଂ ଏମ. ଏସ ଷ୍ଟୁଡିଓ ଡୁଙ୍ଗୁରି ପାଲିରେ ସରି ଯାଇଛି । ଏହି ଗିତ ଟିକୁ ସୁନ୍ଦର ଭାବେ ଲେଖିଛନ୍ତି କେକି ସିଂ ଭୋଇ। କଣ୍ଠ ଦାନ କରିଛନ୍ତି ସୁପର ହିଟ୍ ଗୀତ ଏ ଗୋପାଳ,କନର କୁକୁଡ଼ା,ତତଲା ଚାହା ର ଗୀତିକାର ନେତ୍ରାନନ୍ଦ ପୁଟେଲ ଓ ରୋହିତ୍ ସାହୁ ଓ ସଂଗୀତ ରେ ସଜେଇ ଛନ୍ତି ସଂଗୀତ ନିର୍ଦେଶକ ହରି ଓ ଜେମନ୍ତ। ଫେବୃୟାରୀ ମାସ ଭିତରେ ହିଁ ସ୍ବିଟ୍ ମ୍ୟୂଜିକ ୟୁଟୁବ୍ ଚେନାଲ ରେ ମୁକ୍ତି ଲାଭ କରିବ ବୋଲି ପ୍ରଯୋଜକ ରାଜୁ ନନ୍ଦ ସୂଚନା ଦେଇଛନ୍ତି।ଗୀତ ଟି ସଚେତନ ଧର୍ମୀ ହେଇଥିବାରୁ ଦର୍ଶକ ଓ ଶ୍ରୋତାଙ୍କ ଆକୃଷ୍ଟ କରିବ ବୋଲି ପ୍ରଡକ୍ସନ ହାଉସ୍ ଆଶାବାଦୀ ଅଛନ୍ତି।
Related Stories
November 14, 2024