ବରଗଡ଼(ରତ୍ନଗିରି ନ୍ୟୁଜ) : ପାଇକମାଳ ବ୍ଳକ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଆରବିଏସକେ ଟିମର ଡଃ କୋଶଲ କୁମାର ନାଏକ, ଡଃ ସୁଦିପ୍ତ କୁମାର ସାହୁ, ଫାର୍ମାସିଷ୍ଟ ଅଶୋକ କୁମାର ବନଞ୍ଚୋର ଓ ଏଏନଏମ ଲଳିତ ନନ୍ଦ ଶିଶୁମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ଶୁଣିବାରେ ଅସୁବିଧା ହେଉଥିବାରୁ ବରଗଡ ମୁଖ୍ୟ ଚିକିତ୍ସାଳୟର ଟିଇଆରସିକୁ ଉକ୍ତ ଟିମ ନେଇଥିଲେ ।ସେଠାରେ ପ୍ରତି ଶିଶୁକୁ ଉଭୟ କାନ ପାଇଁ ପ୍ରାୟ ୩୨୦୦ରୁ ଉର୍ଦ୍ଧ ମୂଲ୍ୟର ଶ୍ରବଣ ଯନ୍ତ୍ର ମାଗଣାରେ ବଣ୍ଟନ କରିଥିଲେ।
Related Stories
November 14, 2024