Warning: sprintf(): Too few arguments in /home1/theratnagiri/public_html/wp-content/themes/darknews/lib/breadcrumb-trail/inc/breadcrumbs.php on line 254

ପାଟପୁର ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାଯ୍ୟକର୍ମ

ସାନଖେମୁଣ୍ଡି :(ରତ୍ନଗିରି ନ୍ୟୁଜ )ଗଞ୍ଜାମ ସାନଖେମୁଣ୍ଡି ସାହସପୁର ପଞ୍ଚାୟତ କାର୍ଯ୍ୟାଳୟରେ ସମିଳନୀ କକ୍ଷ ପାଟପୁର ଥାନା ପୋଲିସ ସମିତି ପକ୍ଷରୁ ସଚେତନତା ସାନଖେମୁଣ୍ଡି ବ୍ଳକ୍ ରେ ବିଭିନ୍ନ ସମସ୍ୟା କୁ ସୁଧାର ଆଣିବାପାଇଁ ଆଜି ସାହସପୁର ପଂଚାୟତ କାର୍ଯ୍ୟାଳୟରେ ପାଟପୁର ଥାନା ପୋଲିସ ସମିତି ପକ୍ଷରୁ ରୁ ସଚେତନତା କରାଯାଇଛି ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ତହସିଲଦାର ଡ଼ା ଶ୍ରୀ ନିବାସ ବେହେରା, ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ସିଡିପିଓ ଅଚନା କଁଅର, ପୋଲିସ ଅଦକ୍ଷ କୈଳାସ ଚଦ୍ର ସ୍ୱାଇଁ, ବ୍ଳକ୍ ଅଦକ୍ଷ ସିମାଞ୍ଚଳ ପାତ୍ର, ଜିଲ୍ଲାପରିଷଦ ଅଦକ୍ଷା ସୁଲତାରାଣୀ ସ୍ୱାଇଁ, ସରପଞ୍ଚ ସୁଶାନ୍ତ ସେଠି ସମିତି ସଭ୍ୟା ଏ ଅପସରି ପାତ୍ର, କୈଳାଶ ପାତ୍ର ଗପାଳ ରାଉତ, ସୁଶାନ୍ତ ବାଡ଼ତ୍ୟା, ଚୂଡ଼ାମଣୀ ସ୍ୱାଇଁ ନାଏବ ସରପଞ୍ଚ ଅଭୟ ନାୟକ ସମସ୍ତ ଉପସ୍ଥିତ ଥିଲେ l

Spread the love