ନୂଆଦିଲ୍ଲୀ: ଗତ ଶୁକ୍ରବାର ଅପରାହ୍ଣରେ ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ଦୁଇ ଘଣ୍ଟା ମଧ୍ୟରେ ସେ ଅଞ୍ଚଳ ଦେଇ ଯାତାୟାତ କରିଥିବା ପ୍ରାୟ ୧୮୨ଜଣ ବ୍ୟକ୍ତିଙ୍କ ଉପରେ ଏବେ ପୁଲିସର ନଜର ରହିଛି। ଇସ୍ରାଏଲ୍ ଦୂତାବାସରୁ ଦକ୍ଷିଣ ଦିଲ୍ଲୀ ଆଡ଼କୁ ପଡ଼ିଥିବା ଡକ୍ଟର୍ ଏପିଜେ ଅବ୍ଦୁଲ୍ କଲାମ୍ ରୋଡ୍ର ଗୋଟିଏ କ୍ୟାରେଜ୍େଓ୍ଵରେ ଶୁକ୍ରବାର ଅପରାହ୍ଣ ୩.୧୦ ରୁ ୫.୧୦ ମଧ୍ୟରେ ସମୁଦାୟ ୬୧ଜଣ ବ୍ୟକ୍ତି ଚାଲି ଚାଲି ଯାଇଥିଲେ।
Related Stories
November 14, 2024